ଏମସିଡି ଷ୍ଟାଣ୍ଡିଂ କମିଟି ନିର୍ବାଚନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ (ଏମସିଡି) ଷ୍ଟାଣ୍ଡିଂ କମିଟିର ନିର୍ବାଚନ ଉପରେ ଦିଲ୍ଲୀ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଦୁଇ ବିଜେପି କର୍ପୋରେଟରଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏମସିଡି ହାଉସରେ ଶୁକ୍ରବାର ହଙ୍ଗାମା ପରେ ଭୋଟିଂକୁ ସୋମବାର ଯାଏଁ…

କଂଗ୍ରେସ କାର୍ଯ୍ୟକାରୀ କମିଟି ପାଇଁ ସଦସ୍ୟ ମନୋନୀତ କରିବେ ସଭାପତି ମଲ୍ଲିକାର୍ଜୁନ ଖଡଗେ

ରାୟପୁର - କଂଗ୍ରେସ ଷ୍ଟିୟରିଂ କମିଟି ସର୍ବସମ୍ମତିକ୍ରମେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ କଂଗ୍ରେସ କାର୍ଯ୍ୟକାରୀ କମିଟି -ସିଡବ୍ଲ୍ୟୁସିକୁ ସଦସ୍ୟ ମନୋନୀତ କରିବ । ଏଥିପାଇଁ ନିର୍ବାଚନ ହେବ ନାହିଁ।ଦଳର ବରିଷ୍ଠ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି । ରାୟପୁରରେ ଆଜି ଆରମ୍ଭ…

ବ୍ରହ୍ମପୁର: ୩ ଗିରଫ, ୧୩ ଲକ୍ଷରୁ ଅଧିକ ଟଙ୍କାର ସୁନା ରୁପା ଜବତ 

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ଚୋରି ଘଟଣାର ପର୍ଦ୍ଧାଫାଶରେ ସଫଳତା ମିଳିଛି। ବ୍ରହ୍ମପୁର ଏସପି ଡାଃ ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶକ୍ରମେ ଟାଉନ୍ ଓ ସଦର ଏସଡିପିଓ ଏବଂ ବଡ଼ବଜାର, ଗୋଳନ୍ଥରା, ନିମଖଣ୍ଡି ଥାନାଧିକାରୀମାନେ ୩ ଲୁଟେରାଙ୍କୁ କାବୁ କରିଛନ୍ତି। ଗିରଫ ଚୋରମାନଙ୍କ ନିକଟରୁ…

ବଜେଟରେ କୃଷି ପାଇଁ ୨୪ ହଜାର ୮୨୯ କୋଟି ଟଙ୍କାର ବ୍ୟୟବରାଦ, ମହିଳା ଏସଏଚଜିଙ୍କୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର - ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ୨୦୨୩-୨୪ ଆର୍ଥିକ ବର୍ଷର ରାଜ୍ୟ ବଜେଟରେ କୃଷି ପାଇଁ ୨୪ ହଜାର ୮୨୯ କୋଟି ବ୍ୟୟବରାଦ କରାଯାଇଛି । ଧାନ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟିର ରିଭଲିଂ ଫଣ୍ଡ ବ୍ୟବସ୍ଥା କରାଯାଇଛି। କାଳିଆ ସହାୟତା ପାଇଁ ୧୮୭୯ କୋଟି…

ରାଜ୍ୟ ବଜେଟରେ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି

ଭୁବନେଶ୍ୱର - ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ବିଧାନସଭାରେ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପିତ କରିଛନ୍ତି।ବଜେଟ୍‌ରରେ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିଛି। ବଜେଟରେ ମିଶନ ଶକ୍ତି ପାଇଁ ୨ ହଜାର ୫୪୯ କୋଟି ବ୍ୟୟବରାଦ କରାଯାଇଛି…