ଫେବ୍ରୁଆରୀରୁ ହିଁ ଅସହ୍ୟ ତାତି, ଭୁବନେଶ୍ଵରରେ ଆଜି ପାରଦ ୩୮ ଡିଗ୍ରୀ ଛୁଇଁଲା

ଭୁବନେଶ୍ବର - ଫେବ୍ରୁଆରୀ ମାସରୁ ହିଁ ରାଜଧାନୀ ଭୁବନେଶ୍ଵରରେ ଅସହ୍ୟ ତାତି । ଆଜି ଭୁବନେଶ୍ୱରରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଫେବ୍ରୁଆରୀ ମାସରେ ହିଁ ରାଜଧାନୀରେ ଦିନ ତାପମାତ୍ରା ୩୮ ଡିଗ୍ରୀ ଛୁଇଁବା ସତର୍କ ଘଣ୍ଟି ସଦୃଶ…

ବାଇଡେନଙ୍କ ଅଚାନକ କିଭ୍ ଗସ୍ତ, ୟୁକ୍ରେନ ପ୍ରତି ସମର୍ଥନ ଦୋହରାଇଲେ

କିଭ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଅଚାନକ ୟୁକ୍ରେନର ରାଜଧାନୀ କିଭରେ ପହଞ୍ଚିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧର ଏକ ବର୍ଷ ପୂର୍ତ୍ତି ପୂର୍ବରୁ ବାଇଡେନଙ୍କ ଅଚାନକ କିଭ୍ ଗସ୍ତ ଚର୍ଚ୍ଚାର ବିଷୟ ହୋଇଛି । ଯୁଦ୍ଧ ପରଠୁ ଏହା ବାଇଡେନଙ୍କ ପ୍ରଥମ ୟୁକ୍ରେନ ଗସ୍ତ । ଗଣମାଧ୍ୟମ ରିପୋର୍ଟ…

ମହାଶିବରାତ୍ରୀ ପାଇଁ ଭୁବନେଶ୍ବରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ରାତି ପାହିଲେ ପବିତ୍ର ମହାଶିବରାତ୍ରି । ବିଭିନ୍ନ ଶୈବପୀଠରେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ମହାଶିବରାତ୍ରି ପାଳନ ନେଇ ପୋଲିସର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ…