୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘କାନ୍ତାରା’ ପାଇଁ ରିଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୨୦୨୨ ବର୍ଷ ପାଇଁ) ଶୁକ୍ରବାର ଘୋଷଣା ହୋଇଛି। ସୁପରହିଟ୍ କନ୍ନଡ଼ ଫିଲ୍ମ "କାନ୍ତାରା" ପାଇଁ ରିଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି | ଏହି ଫିଲ୍ମ ମଧ୍ୟ ଶ୍ରେଷ୍ଠ ଲୋକପ୍ରିୟ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର ବିବେଚିତ ହୋଇଛି ।…