ଶ୍ରୀକ୍ଷେତ୍ର ପୁରୀର ଶ୍ରୀ ଜୀୟରସ୍ବାମୀ ମଠରେ ଶାଳଗ୍ରାମ ଭଗବାନଙ୍କ ଝୁଲଣ ଉତ୍ସବ

ଶ୍ରୀ ବୈଷ୍ଣବ ସମ୍ପ୍ରଦାୟ ଅନ୍ତର୍ଗତ ବାଲିସାହି ସ୍ଥିତ ଶ୍ରୀ ଜୀୟରସ୍ବାମୀ ମଠ। ଏହି ମଠରେ ଝୁଲଣ ଉତ୍ସବ ପାରମ୍ପରିକ ରୀତିରେ ପାଳିତ ହେଉଛି। ଏଥିପାଇଁ ମଠକୁ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇ ଆକର୍ଷଣୀୟ କରାଯାଇଛି। ବାସ୍ତବରେ ଏହି ମଠରେ ପାଳନ ହେଉଥିବା ଝୁଲଣ ଉତ୍ସବ ପୁରୀରେ ଏକ ନିଆରା…