ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପଟିଗୁଡା ପଞ୍ଚାୟତ ସିନ୍ଦୁରପୁର ଗାଁରେ ରବିବାର ଅପରାହ୍ନରେ ଅଘଟଣ ଘଟିଛି। ଗ୍ରାମର ମନ୍ଦିର ପୋଖରୀରେ ବୁଡ଼ି ଦୁଇ ନାବାଳିକା ତୁଳସୀ ଡାକୁଆ ଓ ଶାଳିନୀ ନାୟକଙ୍କ ମୃତ୍ୟୁ ଘଟିଛି। ଅପରାହ୍ନରେ ଗାଁର ତିନି ଜଣ ନାବାଳିକା ସିନ୍ଦୁରପୁର ଗାଁ…