ମଣିପୁର: ଆର୍ମି କ୍ୟାମ୍ପ ନିକଟରେ ଭୂସ୍ଖଳନ, ୭ ମୃତ, ସେନା କର୍ମଚାରୀଙ୍କ ସହ ୫୦ରୁ ଊର୍ଦ୍ଧ୍ବ ନିଖୋଜ

ଇମ୍ଫାଲ: ବୁଧବାର ବିଳମ୍ବିତ ରାତିରେ ମଣିପୁରର ନୋନି ଜିଲ୍ଲା ଟୁପୁଲ ରେଳ ଷ୍ଟେସନରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଭୟଙ୍କର ଭୂସ୍ଖଳନ ପରେ ଅତିକମରେ ୫୫ ଭାରତୀୟ ସେନା କର୍ମଚାରୀ ସହ ଅନେକ ଲୋକ ନିଖୋଜ ଅଛନ୍ତି | ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁ…