ଦୁଇ ବର୍ଷର ବ୍ୟବଧାନ ପରେ ଆଜିଠାରୁ ଅମରନାଥ ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ: ଦୁଇ ବର୍ଷର ବ୍ୟବଧାନ ପରେ ଆଜିଠାରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପ୍ରାୟ ୧୦ ହଜାର ତୀର୍ଥଯାତ୍ରୀ ପହଲଗାମ ବେସ କ୍ୟାମ୍ପରେ ପହଞ୍ଚିଛନ୍ତି। ଦୁଇ ବର୍ଷ ପରେ ଅମରନାଥ ଯାତ୍ରା ହେଉଥିବାରୁ ଭକ୍ତଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ଅମରନାଥ ଯାତ୍ରା ୪୩ ଦିନ ପର୍ଯ୍ୟନ୍ତ ଚାଲିବ।…