ବିଶିଷ୍ଟ ଉଦ୍ୟୋଗପତି ପାଲୋନଜୀ ମିସ୍ତ୍ରୀଙ୍କ ଦେହାନ୍ତ

ମୁମ୍ବାଇ: ବିଶିଷ୍ଟ ଉଦ୍ୟୋଗପତି ତଥା ଶାପୁରଜୀ ପାଲୋନଜୀ ଗ୍ରୁପ୍‌ର ଚେୟାରମ୍ୟାନ୍ ପଦ୍ମ ଭୂଷଣ ପାଲୋନଜୀ ମିସ୍ତ୍ରୀଙ୍କ ମୁମ୍ବାଇରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ପାଲୋନଜୀ ସାଇରସ୍ ମିସ୍ତ୍ରୀଙ୍କ ପିତା ଥିଲେ, ଯିଏ ଟାଟା ସନ୍ସର ଚେୟାରମ୍ୟାନ୍ ଥିଲେ | ଶାପୁରଜୀ…