ଗଞ୍ଜାମର ୨ ନିଶା ମାଫିଆଙ୍କ ୩ କୋଟିର ସମ୍ପତ୍ତି ଜବତ

ଭୁବନେଶ୍ୱର: ନିଶାର ସାମ୍ରାଜ୍ୟ ଖେଳାଇଥିବା ମାଫିଆଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କଠୋର ଆଭିମୁଖ୍ୟ। କେବଳ ଜେଲ ଦଣ୍ଡ ଭୋଗି ରହିଯିବେନି ନିଶା ମାଫିଆ। ପୋଲିସ, ଏସଟିଏଫ୍ (ସ୍ୱତନ୍ତ୍ର ଟାସ୍କ ଫୋର୍ସ) ପଞ୍ଝାରୁ ଆଉ ବର୍ତ୍ତିବ ନାହିଁ ସେମାନଙ୍କ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି। ସେସବୁ…