ଏକନାଥ ସିନ୍ଦେଙ୍କ ସହ ବିଦ୍ରୋହୀ ମନ୍ତ୍ରୀଙ୍କ ବିଭାଗ ଛଡ଼ାଇ ନେଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅନେକ ବିଦ୍ରୋହୀ ଶିବସେନା ମନ୍ତ୍ରୀଙ୍କଠାରୁ ସେମାନଙ୍କ ବିଭାଗ ଛଡ଼ାଇ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ସେମାନଙ୍କ ସ୍ଥାନରେ ଏହି ବିଭାଗଗୁଡିକ ଅନ୍ୟ ମନ୍ତ୍ରୀମାନଙ୍କୁ ଦିଆଯାଇଛି। ଏକନାଥ ସିନ୍ଦେଙ୍କ ନେତୃତ୍ୱରେ…