ଦକ୍ଷିଣ ଆଫ୍ରିକା: ନାଇଟ୍ କ୍ଲବରେ ୧୭ ଜଣଙ୍କ ମୃତଦେହ ମିଳିଲା

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଇଷ୍ଟ ଲଣ୍ଡନ ସହରର ଏକ ନାଇଟ୍ କ୍ଲବ ଭିତରେ ଅତି କମରେ ୧୭ ଜଣ ଯୁବକଙ୍କ ମୃତଦେହ ମିଳିଛି । ଯଦିଓ ଏତେ ସଂଖ୍ୟକ ଯୁବକଙ୍କ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ, ତେବେ ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଏହା ବିଷକ୍ରିୟା କିମ୍ବା ଦଳାଚକଟା କାରଣରୁ…