ଶିବସେନାର ୧୫ ବିଦ୍ରୋହୀ ବିଧାୟକଙ୍କୁ ‘ଓ୍ବାଇ ପ୍ଲସ୍’ ସୁରକ୍ଷା ଦେଲା କେନ୍ଦ୍ର, ବିରୋଧୀ ଉଠାଇଲେ ପ୍ରଶ୍ନ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତକ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଦେବେ । ଦଳର ୧୫ ଜଣ ବିଧାୟକଙ୍କୁ ମିଳିବ ଓ୍ବାଇ ପ୍ଲସ୍ ସୁରକ୍ଷା। ବିଦ୍ରୋହୀ ବିଧାୟକଙ୍କ ଘର ଓ ଅଫିସରେ ଶିବ ସୈନିକଙ୍କ ଆକ୍ରମଣ…

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୨୨କୁ ବୃଦ୍ଧି

ଗୁଆହାଟି: ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି ‌। ବନ୍ୟା ଯୋଗୁଁ ଆଉ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । କାଚର ଜିଲ୍ଲାର ସିଲଚର ସହର ଷଷ୍ଠ ଦିନ ମଧ୍ୟ ଜଳମଗ୍ନ ହୋଇ ରହିଛି। ଅଧିକାରୀ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ…