ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ କାରବାର ବିରୋଧୀ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର - ନିଶାଦ୍ରବ୍ୟ ଅପବ୍ୟବହାର ଦ୍ଵାରା ପରିବାର ଓ ସମାଜର ମଙ୍ଗଳ ଗଭୀର ଭାବେ ବାଧାପ୍ରାପ୍ତ ହୋଇଥାଏ । ସେଥିପାଇଁ ସଚେତନ ରହିବାକୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆନ୍ତର୍ଜାତିକ ନିଶାଦ୍ରବ୍ୟ ଓ ଅବୈଧ କାରବାର ବିରୋଧୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି…

ଆଜି ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦

ଡବଲିନ୍: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ସିରିଜର ପ୍ରଥମ ଟି୨୦ ରବିବାର ଖେଳାଯିବ । ଏହି ସିରିଜରେ ଭାରତ ଏହାର ରିଜର୍ଭ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ । ଏହି ଦ୍ୱିତୀୟ ସ୍ତରୀୟ ଭାରତୀୟ ଦଳର ନେତୃତ୍ୱ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସିନିୟର ଖେଳାଳିଙ୍କ…

ଆଜି ଆସିବ ୩ ଲୋକସଭା, ୭ ବିଧାନସଭା ଆସନର ଉପନିର୍ବାଚନ ଫଳ

ନୂଆଦିଲ୍ଲୀ: ଛଅଟି ରାଜ୍ୟରେ ତିନୋଟି ଲୋକସଭା ଏବଂ ସାତୋଟି ବିଧାନସଭା ଆସନ ପାଇଁ ଜୁନ୍ ୨୩ ରେ ଅନୁଷ୍ଠିତ ଉପ ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ। ବିଧାନସଭା ଉପନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାର୍ଥୀ ହେଉଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା। ଉତ୍ତରପ୍ରଦେଶର…