ନୂଆ ଶିବସେନା ଗଢ଼ିବେ ଉଦ୍ଧବ ?

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଭିଯୋଗ କରିଛନ୍ତି ଯେ ବିଜେପି ହିନ୍ଦୁ ଭୋଟ୍ ବ୍ୟାଙ୍କ ଭାଗ କରିବାକୁ ଚାହୁଁ ନ ଥିବାରୁ ଶିବସେନାକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି। ଦଳ ସପକ୍ଷରେ ଭୋଟ୍ ଦେଇଥିବା ଲୋକଙ୍କ ସମର୍ଥନ ହାସଲ କରିବାକୁ ଠାକରେ ବିଜେପି ଏବଂ ଶିବସେନା…