ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଲା ବିଏସପି

ନୂଆଦିଲ୍ଲୀ: ବିଜେପି ନେତୃତ୍ଵାଧୀନ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ​​ପ୍ରାର୍ଥୀ କରିଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିର ଆଦିବାସୀ କାର୍ଡ କିଛି ବିରୋଧୀ ଦଳଙ୍କୁ ଅଡୁଆରେ ପକାଇଛି। ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିରୋଧୀ ଶିବିରରେ ଫାଟ ସୃଷ୍ଟି…