ତପନ କୁମାର ଡେକା ଆଇବିର ନୂଆ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ତପନ କୁମାର ଡେକାଙ୍କୁ ଆଇବି ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ତପନ କୁମାର ଡେକା ୧୯୮୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଏବଂ ହିମାଚଳ ପ୍ରଦେଶର କ୍ୟାଡରର ଅଟନ୍ତି | ସେ ଜୁନ୍ ୩୦ ରୁ ଦାୟିତ୍ବ ଗ୍ରହଣ କରିବେ | ସେ ଏହି ପଦବୀରେ ଦୁଇ ବର୍ଷ ରହିବେ। ଏହା…