ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ସନ୍ଧ୍ୟାରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଘରେ ବିଶ୍ରାମ ନେବାକୁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି। ପାର୍ଟିର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ହେବା ପରେ…

ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ବିଦେଶ ଗସ୍ତରେ ଇଟାଲୀର ରୋମ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଇଟାଲୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନିନା ମାଲହୋତ୍ରାଙ୍କ ସହ ସାକ୍ଷାତ କରିଛନ୍ତି । ଜୁନ୍ ୨୯ରେ ଦୁବାଇରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ୨୯ ତାରିଖ ମଧ୍ୟାହ୍ନ ୧୨ଟାରେ…

ଅଗ୍ନିପଥ ଯୋଜନା ନାଁରେ ବିଜେପି ନିଜର ସଶସ୍ତ୍ର କ୍ୟାଡର ଗଢ଼ିବାକୁ ଚେଷ୍ଟା କରୁଛି: ମମତା

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ଅଗ୍ନିପଥ ଯୋଜନାକୁ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏହି ନୂଆ ପ୍ରତିରକ୍ଷା ନିଯୁକ୍ତି ଯୋଜନା ମାଧ୍ୟମରେ ଗୈରିକ ଦଳ ନିଜର ଏକ ସଶସ୍ତ୍ର କ୍ୟାଡର ଗଠନ…