‘ଅଗ୍ନିବୀରଙ୍କୁ ଆମେ ବିଜେପି ଅଫିସରେ ଗାର୍ଡ ଭାବେ ରଖିବୁ..’

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବିରୋଧରେ ସମଗ୍ର ଦେଶରେ ଆନ୍ଦୋଳନ ଜାରି ରହିଛି | ଏହାରି ଭିତରେ ଅଗ୍ନିବୀରଙ୍କ ଉପରେ ବିଜେପିର ବରିଷ୍ଠ ନେତା ତଥା ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗୀୟଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ଇନ୍ଦୋରରେ ଏକ ସାମ୍ବାଦିକ ସମ୍ମିଳନୀରେ…

ଅଗ୍ନିପଥ ଯୋଜନା ପ୍ରତ୍ୟାହାର କରାଯିବନି, ଡିସେମ୍ବର ସୁଦ୍ଧା ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ନିଯୁକ୍ତି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବିରୋଧରେ ଦେଶର ଅନେକ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ ସତ୍ତ୍ୱେ ଏହି ଯୋଜନା ପ୍ରତ୍ୟାହାର କରାଯିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ତିନି ସେନାରେ ସମସ୍ତ ନୂଆ ନିଯୁକ୍ତି ଏହି ଯୋଜନା ଅଧୀନରେ ହିଁ ହେବ। ଡିସେମ୍ବର ସୁଦ୍ଧା ୨୫ ହଜାର ଅଗ୍ନିବୀରଙ୍କ…

ସୁବର୍ଣ୍ଣପୁରରେ ଚାଲିଥିଲା ବଜ୍ରକାପ୍ତା ଡିଲ, ୨ ଦଲାଲକୁ ଧରିଲା ଏସଟିଏଫ୍

ସୁବର୍ଣ୍ଣପୁର : ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ୍ ବେଳେ ଧରିଲା ଏସଟିଏଫ୍‌। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ ସମୟରେ ଦୁଇ ଦଲାଲଙ୍କୁ ଧରିଛି STFl ଏଥିସହ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବିନିକା ବନବିଭାଗ କାର୍ଯ୍ୟାଳୟକୁ…

ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ

ବୌଦ୍ଧ ୧୯।୦୬: ପେଟ ପାଇଁ ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ। ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯୁବକ ମୃତଦେହ ଆଜି ଗାଁରେ ପହଞ୍ଚିଛି। ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିରାଡ଼ ଗାଁର ଅନଙ୍ଗ ପ୍ରଧାନ, ବଘୁଆକଟା ଗାଁର ଜୟ ଭୋକ୍ତା ଓ ବୌଦ୍ଧ ଥାନା…