ଘଣ୍ଟାକ ମଧ୍ୟରେ ୩,୧୮୨ ପୁଶ୍-ଅପ୍, ଅଷ୍ଟ୍ରେଲୀୟ ଆଥଲେଟଙ୍କ ବିଶ୍ବରେକର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଜଣେ ଆଥଲେଟ୍ ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ପୁଶ୍-ଅପ୍ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି | ଏନେଇ ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆର ଡାନିଏଲ୍ ସ୍କାଲି ଏକ ଘଣ୍ଟା ମଧ୍ୟରେ ୩,୧୮୨ ପୁଶ୍ ଅପ୍ କରି ଏହି…