ବସ-ଟ୍ରକ ମୁହାଁମୁହିଁ, ୩୫ ରୁ ଅଧିକ ଯାତ୍ରୀ ଆହତ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ମେହେର କବି ପଡ଼ା ବରପାଲି-ବଲାଙ୍ଗୀର ରାସ୍ତାରେ ସକାଳ ୬ଟାରେ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଡ୍ରାଇଭର ସମେତ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି…

ରାଜ୍ୟରେ ୫୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର - ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୫୧ ନୂଆ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଅଛନ୍ତି ୬ ଜଣ ୧୮ ବର୍ଷରୁ କମ ବୟସ୍କ । ସଙ୍ଗରୋଧରୁ ୩୦ ଓ ସ୍ଥାନୀୟ ଅଞ୍ଚଳରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬, ବାଲେଶ୍ବରରୁ ୪, କଟକରୁ ୩,…

ଏସିଆନ ଟ୍ରାକ ସାଇକ୍ଲିଂରେ ବ୍ରୋଞ୍ଜ ବିଜୟୀ ଭାରତୀୟ ମହିଳା ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର - ନୂଆଦିଲ୍ଲୀରେ ଚାଲିଥିବା ଏସିଆନ ଟ୍ରାକ ସାଇକ୍ଲିଂ ଚାମ୍ପିୟନସିପର ଏଲିଟ ମହିଳା ଟିମ୍ ପରସୁଟ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛି । ଏଲିଟ ସାଇକ୍ଲିଂ ସେକ୍ସନର ଯେକୌଣସି ଇଭେଣ୍ଟରେ ଭାରତର ଏହା ହେଉଛି ପ୍ରଥମ ପଦକ । ବ୍ରୋଞ୍ଜ ପଦକ ବିଜୟୀ ଦଳରେ ଓଡ଼ିଶାର ଶାଶ୍ବତୀ ସିଂହ ଥିଲେ ।…