କାବୁଲରେ ଗୁରୁଦ୍ୱାରା ଉପରେ ଆତଙ୍କବାଦୀ ଆକ୍ରମଣ, ଦୁଇ ମୃତ, ୭ ଆହତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଗୁରୁଦ୍ୱାରା 'କରତ-ଏ-ପରୱାନ' ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ଜଣେ ସାଧାରଣ ନାଗରିକ ଏବଂ ତାଲିବାନର ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। କାବୁଲ ପୋଲିସର ମୁଖପାତ୍ର ଖାଲିଦ ଜଦ୍ରାନ କହିଛନ୍ତି ଯେ…

ରାଜଧାନୀରେ କୋଟିଏ ଟଙ୍କାର ଧଳାଜହର ଜବତ

ଭୁବନେଶ୍ୱର - ରାଜଧାନୀରୁ ପୁଣି ଜବତ ହୋଇଛି ଧଳା ଏହାର । ରାଜଧାନୀ ଉପକଣ୍ଠ ଉତ୍ତରା ଛକରୁ ୯୭୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ମାମଲାରେ ଜଣେ ନାବାଳକ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି ।

‘ଅଗ୍ନିପଥ’ ବିରୋଧରେ ହିଂସାତ୍ମକ ଆନ୍ଦୋଳନର ଏସ୍ଆଇଟି ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ପିଟିସନ

ନୂଆଦିଲ୍ଲୀ: ସେନାବାହିନୀରେ ନିଯୁକ୍ତି ଲାଗି ସରକାରଙ୍କ ନୂଆ ଯୋଜନା 'ଅଗ୍ନିପଥ' ବିରୋଧରେ ସାରା ଦେଶରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନର ଯାଞ୍ଚ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଦ୍ବାରା କରିବା ଦାବିରେ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଛି । ସୂଚନା ଅନୁଯାୟୀ, ଏସ୍ଆଇଟି ଗଠନ…