‘ଅଗ୍ନିପଥ’ ବିରୋଧରେ ଆନ୍ଦୋଳନ ଜାରି, ଛାତ୍ର ସଂଗଠନ ପକ୍ଷରୁ ଆଜି ‘ବିହାର ବନ୍ଦ’

ପାଟଣା: ଭାରତୀୟ ସେନା 'ଅଗ୍ନିପଥ' ନିଯୁକ୍ତିର ନୂଆ ଯୋଜନା ବିରୋଧରେ ଆନ୍ଦୋଳନ ଥମିବାର ନାଁ ଧରୁନାହିଁ । ସେନାରେ ନିଯୁକ୍ତି ପାଇଁ ଏହି ନୂଆ ଯୋଜନା ବିରୋଧରେ ଲଗାତାର ଚତୁର୍ଥ ଦିନ ମଧ୍ୟ ବିଭିନ୍ନ ରାଜ୍ୟରେ ବିକ୍ଷୋଭ ଜାରି ରହିଛି । ଏହି ଯୋଜନା ବିରୋଧରେ ବିହାରରେ ଆଜି ବିଭିନ୍ନ ଛାତ୍ର ଓ ଯୁବ…

ଦନ୍ତାକୁ ଗୁଳି ଘଟଣା : ୩ ଜଣଙ୍କୁ ଅଟକ ରଖି ପଚରାଉଚରା

କଟକ - ଗୁଳିବିଦ୍ଧ ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣା ପରେ ତତ୍ପର ହୋଇଛି ବନବିଭାଗ । ଏହି ଘଟଣାରେ ବନବିଭାଗ ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍ ୩ ଜଣଙ୍କୁ ଅଟକ ରଖି ଜେରା କରୁଛି । ଅଟକ ତିନି ବ୍ୟକ୍ତି ପୂର୍ବରୁ ମଧ୍ୟ ଶୀକାର କରିଥିବା ଜେରା ସମୟରେ ଜଣା ପଡ଼ିଛି ।…

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୧୩,୨୧୬ ନୂଆ ମାମଲା, ୨୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଉପରମୁହାଁ ଗତି ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ କୋଭିଡ-୧୯ ର ୧୩,୨୧୬ ନୂଆ ମାମଲା ରିପୋର୍ଟ ହୋଇଛି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୩୨,୮୩,୭୯୩ କୁ ବୃଦ୍ଧି ପାଇଛି।…

କୁଆଡ଼େ ଗଲେ ନୂପୁର ଶର୍ମା ? ନିଲମ୍ବିତ ବିଜେପି ନେତ୍ରୀଙ୍କ ପତ୍ତା ମିଳୁନଥିବା ମୁମ୍ବାଇ ପୋଲିସର ଦାବି

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କର ଏବେ ପତ୍ତା ମିଳୁନାହିଁ । ଗତ ଚାରି ଦିନ ଧରି ମୁମ୍ବାଇ ପୋଲିସ ତାଙ୍କୁ ଖୋଜୁଛି, ହେଲେ ତାଙ୍କୁ ପାଉନାହିଁ । ପ୍ରଫେଟ୍ ବିବାଦ ମାମଲାରେ ମୁମ୍ବାଇ ପୋଲିସର ଏକ…