ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇଙ୍କ ଘରେ ସିବିଆଇ ଚଢ଼ାଉ

ଜୟପୁର:ଦୁର୍ନୀତି ମାମଲାରେ ଆଜି ସକାଳେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇ ଅଗ୍ରସେନ୍ ଗେହଲୋଟଙ୍କ ଯୋଧପୁର ବାସଭବନରେ ସିବିଆଇ ଚଢାଉ କରିଛି। ସୂତ୍ରରୁ ପ୍ରକାଶ ଯେ ସିବିଆଇ ଟିମ୍ ଅଗ୍ରସେନ୍ ଗେହଲୋଟଙ୍କ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସାର ରପ୍ତାନି…