ଭାରତୀୟ ଦଳରେ ସ୍ଥାନ ନ ମିଳିବାରୁ ତେଓ୍ବାତିଆ ନିରାଶ, ଭାଇରାଲ୍ ହେଉଛି ଟ୍ବିଟ୍

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଏହି ଦଳର ଅଧିନାୟକତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଛି। କାରଣ ଦଳର ବରିଷ୍ଠ ଖେଳାଳିମାନେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଦଳରେ ଅନେକ ଯୁବ ଓ ରିଜର୍ଭ ଖେଳାଳିଙ୍କୁ ମଧ୍ୟ…