‘ବେକାର ଯୁବକଙ୍କ ଧୈର୍ଯ୍ୟର ଅଗ୍ନିପରୀକ୍ଷା ନିଅନାହିଁ..’, ଅଗ୍ନିପଥ ଯୋଜନା ନେଇ କେନ୍ଦ୍ରକୁ ରାହୁଲଙ୍କ…

ନୂଆଦିଲ୍ଲୀ: ସେନାବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ନୂଆ ଯୋଜନା 'ଅଗ୍ନିପଥ' ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ତେଜିବାରେ ଲାଗିଛି । ଏହି ଯୋଜନା ନେଇ ସେନା ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନେ ନିରାଶ ହୋଇଛନ୍ତି | ଉତ୍ତ୍ୟକ୍ତ ଆଶାୟୀ ପ୍ରାର୍ଥୀମାନେ ଅନେକ ସ୍ଥାନରେ…