ହରିଶଙ୍କର ପୀଠରେ ୨ ଗୋଷ୍ଠୀ ମଧ୍ୟରେ ଲାଠିମାଡ, ୬ ଜଣ ଗିରଫ

ବଲାଙ୍ଗିର : ହରିଶଙ୍କର ଶୈବପୀଠରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୂଳକାଣ୍ଡ ଘଟିଛି । ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଜଣଙ୍କୁ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଥିବା ବେଳେ ଅନ୍ୟ ଜଣେ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖପ୍ରାଖୋଲ ଥାନା ପୋଲିସ ଦୁଇ…

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଗଛରେ ପିଟିହେଲା ଧାନ ବୋଝେଇ ଟ୍ରକ୍, ଡ୍ରାଇଭର ଗୁରୁତର

ସୁବର୍ଣ୍ଣପୁର: ବିନିକା ବ୍ଲକ୍ ବିଶାଳପାଲି ଆମ୍ବତୋଟା ନିକଟରେ ରାସ୍ତା କଡରେ ଏକ ଗଛରେ ପିଟି ହୋଇ ଧାନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଟ୍ରକ ଡ୍ରାଇଭର ଆହତ ହୋଇଥିବା ବେଳେ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଓଡି୧୫ଇ୪୮୧୧…