ପ୍ରଫେଟ୍ ବିବାଦ: ସାମ୍ପ୍ରଦାୟିକ ହିଂସା ରୋକିବାକୁ ଭାରତକୁ ଜାତିସଂଘ ମହାସଚିବ ମୁଖପାତ୍ରଙ୍କ ଅପିଲ

ଜାତିସଂଘ: ପ୍ରଫେଟ୍ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ଭାରତରେ ଜାରି ବିକ୍ଷୋଭ ପ୍ରଦର୍ଶନ ଓ କିଛି ସ୍ଥାନରେ ହିଂସା ନେଇ ଜାତିସଂଘ ଉଦବେଗ ପ୍ରକାଶ କରିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ର ଦେଶରେ ସାମ୍ପ୍ରଦାୟିକ ହିଂସା ରୋକିବା ପାଇଁ ଭାରତକୁ ଅପିଲ…