ଆଉ ଏକ ଦନ୍ତାର କଙ୍କାଳ ଉଦ୍ଧାର

କଟକ - ଆଠଗଡ଼ ବନଖଣ୍ଡ ଚନ୍ଦ୍ରଗିରି ଜଙ୍ଗଲରୁ ଆଉ ଏକ ଦନ୍ତାର କଙ୍କାଳ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଜାନିପଦର ବିଟ୍ ହାଉସ୍ ଖାରୋଡ ଗାଁ ନିକଟରୁ କଙ୍କାଳ ମିଳିଛି । କଙ୍କାଳ ମିଳିବା ସ୍ୱୀକାର କରିଛନ୍ତି ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ । ୨ଟି ହାତୀ କଙ୍କାଳ ମିଳିବା ଘଟଣା ଖୋଳତାଡରେ ଆଉ…

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୮,୮୨୨ ନୂଆ ମାମଲା, ୧୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପୁଣି ବଢୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୮,୮୨୨ ନୂଆ ମାମଲା ରିପୋର୍ଟ ହୋଇଛି। ଏଥିସହିତ କରୋନା ଯୋଗୁଁ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ ସକ୍ରିୟ ମାମଲା ସଂଖ୍ୟା ୫୩,୬୩୭ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ…

ବିଶ୍ୱ ବୟସ୍କ ନିର୍ଯାତନା ବିରୋଧୀ ସଚେତନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର - ଆଜି ବିଶ୍ୱ ବୟସ୍କ ନିର୍ଯାତନା ବିରୋଧୀ ସଚେତନତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୟସ୍କ ବ୍ୟକ୍ତିମାନେ ଆମ ସାମାଜିକ ସଂରଚନାର ଅବିଚ୍ଛେଦ୍ୟ ଖିଅ । ଆମକୁ ଉଚିତ ମାର୍ଗରେ ପରିଚାଳିତ କରିବା କ୍ଷେତ୍ରରେ ସେମାନଙ୍କ ଭୂମିକା ବେଶ…

ଆଜି ବି ରାହୁଲଙ୍କୁ ସମନ କଲା ଇଡି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଲଗାତାର ଦ୍ୱିତୀୟ ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୧ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି। ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ପ୍ରାୟ ୧୧ଟା ୩୦ ମିନିଟରେ…

ପାଣିପାଗ ବିଭାଗର ନୂଆ ଆକଳନ: ମୌସୁମୀ ଆସିବାକୁ ଆହୁରି ୨ ରୁ ୩ ଦିନ

ଭୁବନେଶ୍ବର - ଓଡ଼ିଶାକୁ କେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ତାହା ବର୍ତ୍ତମାନ ସଠିକ ଆକଳନ କରି ହେଉନାହିଁ । ୩ ଦିନ ତଳେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା ଯେ ଜୁନ ୧୫ ସୁଦ୍ଧା ମୌସୁମୀ ଓଡ଼ିଶା ସ୍ପର୍ଶ କରିପାରେ। କିନ୍ତୁ ମଙ୍ଗଳବାର ସନ୍ଧ୍ୟା…

୧୦୪ ଘଣ୍ଟାର ଅପରେସନ ପରେ ରାହୁଲ ଉଦ୍ଧାର

ରାୟପୁର: ପାଞ୍ଚ ଦିନ ଓ ୧୦୪ ଘଣ୍ଟାର ଅପରେସନ ପରେ ଛତିଶଗଡର ଜଞ୍ଜଗିର-ଚମ୍ପା ଜିଲ୍ଲାରେ ଏକ ବୋରୱେଲ ଗାତରେ ଖସି ପଡ଼ିଥିବା ୧୧ ବର୍ଷର ବାଳକ ରାହୁଲକୁ ମଙ୍ଗଳବାର ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଛି । ସବୁଠୁ ବଡ଼ କଥା ହେଉଛି ପିଲାଟିକୁ ଜୀବିତ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ସଫଳ…

ଅଣସର ଘରେ ଶ୍ରୀଜିଉ, ବ୍ର‌ହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ବ୍ରହ୍ମଗିରି - ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡି ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ସେପଟେ ଆଜି ଅଣସରର ପ୍ରଥମ ଦିନରେ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ଭୋର ୪ଟାରେ ପ୍ରଥମେ ଦ୍ବାର ଫିଟା ଯାଇ ଅଲାରନାଥଙ୍କ ମଙ୍ଗଳ ଆଳତୀ…