ଆବୁଧାବି ଓଡ଼ିଆ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳନ

ଆବୁଧାବି : ଓଡ଼ିଆ ସମାଜ ଆବୁଧାବି (ଓସା) ତରଫରୁ ପ୍ରବଳ ଆନନ୍ଦ, ଉଲ୍ଲାସ ଓ ଉତ୍କଣ୍ଠା ମଧ୍ୟରେ ଉତ୍କଳ ଦିବସ ପାଳନ କରାଯାଇଛି । ଉତ୍କର୍ଷ-୨୦୨୨ ଶୀର୍ଷକ ‘ଓସା’ର ଏହି ବାର୍ଷିକ ଉତ୍ସବ ବିଶାଳ ଆରବ ସାଗରର ସମ୍ମୁଖସ୍ଥ ସୁନ୍ଦର, ସୁରମ୍ୟ ଓ ସୁଶୋଭିତ ଆବୁଧାବି ଥିଏଟର୍‍ଠାରେ ଅନୁଷ୍ଠିତ ହୋଇଥିଲା ।…

ଆଜି ବିଶାଖାପାଟଣାରେ ତୃତୀୟ ଟି-୨୦, ଭାରତ ପାଇଁ କର ବା ମର ସ୍ଥିତି

ବିଶାଖାପାଟଣା: ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଆଜି ଏଠାରେ ଖେଳାଯିବ। ଭାରତ ପ୍ରଥମ ଦୁଇ ମ୍ୟାଚରେ ପରାସ୍ତ ହୋଇଥିବାରୁ ସିରିଜରେ ବିଜୟୀ ହେବାକୁ ହେଲେ ଅବଶିଷ୍ଟ ତିନି ମ୍ୟାଚରେ ଜିଣିବାକୁ ହେବ। ତେଣୁ ବିଶାଖାପାଟଣାରେ ଭାରତ କର ବା ମର ସ୍ଥିତିର ସମ୍ମୁଖୀନ…