ବରଗଡ ଜିଲ୍ଲାର ଅନିଶା କୁମ୍ଭାର ଜାତୀୟ ଫୁଟବଲ ପ୍ରତିଯୋଗିତା ପାଇଁ ମନୋନୀତ

ବରଗଡ : ବରଗଡ ଜିଲ୍ଲା ବରପାଲିର ଅନିଶା କୁମ୍ଭାର ଜାତୀୟ ଫୁଟବଲ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ସେ ୧୭ ବର୍ଷ ରୁ କମ ବୟସ ବର୍ଗରେ ଓଡ଼ିଶା ରାଜ୍ୟକୁ ପ୍ରତିନିଧିତ୍ଵ କରି ଆସନ୍ତା ୧୩ ତାରିଖ ରୁ ଆସାମ ଠାରେ ଆରମ୍ଭ ହେଉଥିବା ଜାତୀୟ ଜୁନିୟର ବାଳିକା ଫୁଟବଲ ପ୍ରତିଯୋଗିତାରେ ଭାଗ ନେବେ।…