ଆଜି ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ଜଳରେ ହେବ ମଞ୍ଚସ୍ନାନ 

ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଶ୍ରୀଜୀଉ…

ଶ୍ରୀରାମ ଚରିତ ମାନସ : ବାଲ କାଣ୍ଡ

॥ ବାଲ କାଣ୍ଡ ॥ ଆନି ଦେଖାଈ ନାରଦହି ଭୁପତି ରାଜକୁମାରୀ । କହହୁ ନାଥ ଗୁନ ଦୋଷ ସବ ଏହି କେ ହୃଦୟଁ ବିଚାରି ॥ ଭାବାର୍ଥ :- ମହର୍ଷି ନାରଦଙ୍କୁ ଆସନରେ ବସାଇଲେ, ତା'ପରେ ରାଜା ରାଜକୁମାରୀଙ୍କୁ ଡକାଇ ମୁନୀଙ୍କୁ ଦେଖାଇଲେ ଆଉ କହିଲେ, ହେ ନାଥ ! ଆପଣ ନିଜ ହୃଦୟରେ ବିଚାର କରି ଏହାର ସମସ୍ତ…

ଗୀତା ମାହାତ୍ମ୍ୟ: ଲଭନ୍ତେ ବ୍ରହ୍ମନିର୍ବାଣ ମୃଶୟ କ୍ଷୀଣ କଲ୍ମଷା। ଛିନ୍ନଦୈଧା ଯତାତ୍ମାନଃ ସର୍ଵଭୂତହିତେ ରତାଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଲଭନ୍ତେ ବ୍ରହ୍ମନିର୍ବାଣ ମୃଶୟ କ୍ଷୀଣ କଲ୍ମଷା। ଛିନ୍ନଦୈଧା ଯତାତ୍ମାନଃ ସର୍ଵଭୂତହିତେ ରତାଃ।। ହେ ଅର୍ଜ୍ଜୁନ ! ଯେଉଁମାନଙ୍କର ସକଳ ପାପ ନଷ୍ଟ…

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ନକଲି ଶିକ୍ଷକଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା…