ଶ୍ରୀମନ୍ଦିର ସମେତ ଦାଣ୍ଡମୁକୁନ୍ଦ ପୁରରେ ପ୍ରସିଦ୍ଧ ଚମ୍ପକ ଦ୍ୱାଦଶୀ ଯାତ୍ରା ଅନୁଷ୍ଠିତ

ପବିତ୍ର ଚମ୍ପକ ଦ୍ୱାଦଶୀ ଅବସର ରେ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଗୁଆଲି ନୀତି ସମ୍ପର୍ଣ୍ଣ ହୋଇଛି। ସୁସଜ୍ଜିତ ପାଲିଙ୍କିରେ ଶ୍ରୀମଦନ ମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିଥିଲେ । ଚଳିତବର୍ଷ କୋଭିଡ ସ୍ଥିତି ନଥିବାରୁ ମହାପ୍ରଭୁ ବିରାଟ ପଟୁଆରରେ ନଗର ପରିକ୍ରମ କରିଥିଲେ । ମହାପ୍ରଭୁ ଓ…

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ମୁନି କୌତୁକୀ ନଗର ତେହି ଗୟଋ । ପୁରବାସିହ୍ନ ସବ ପୁଛତ ଭୟଋ ॥ ସୁନି ସବ ଚରିତ ଭୂପଗୃହଁ ଆଏ । କରି ପୂଜା ନୃପ ମୁନି ବୈଠାଏ ॥ ଭାବାର୍ଥ :- ଜଣେ ଖେଳାଳୀ ମନ ନେଇ ମହର୍ଷି ନାରଦ ସେହି ନଗରକୁ ଗଲେ ଆଉ ନଗରବାସୀଙ୍କ ଠାରୁ ଭଲମନ୍ଦ ଖବର ପଚାରି ବୁଝିଲେ । ସମସ୍ତଙ୍କ…

ଗୀତା ମାହାତ୍ମ୍ୟ: ଭୋକ୍ତାରଂ ଯଜ୍ଞତପସାଂ ସର୍ଵଲୋକ ମହେଶ୍ବରମ। ସୁହୃଦଂ ସର୍ଵଭୂତାନାଂ ଜ୍ଞାତ୍ଵ ମାଂ ଶାନ୍ତି ମୃଛତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଭୋକ୍ତାରଂ ଯଜ୍ଞତପସାଂ ସର୍ଵଲୋକ ମହେଶ୍ବରମ। ସୁହୃଦଂ ସର୍ଵଭୂତାନାଂ ଜ୍ଞାତ୍ଵ ମାଂ ଶାନ୍ତି ମୃଛତି।। ହେ ଅର୍ଜ୍ଜୁନ ! ମୋର ଭକ୍ତ ମୋତେ ସକଳ…

ଭିଜିଲାନ୍ସ ଜାଲରେ ଆସିକା ବ୍ଲକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣୀ

ବ୍ରହ୍ମପୁର: ଲାଞ୍ଚ ନେଇ ଧରାପଡ଼ିଛନ୍ତି ଆସିକା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ମନୋଜ କୁମାର ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ । ସୂଚନା…

ଦ୍ୱିତୀୟ ଟି୨୦: ବାରବାଟୀରେ ନିରାଶ କଲା ଭାରତ, ଦକ୍ଷିଣ ଆଫ୍ରିକା ୪ ୱିକେଟରେ ବିଜୟୀ

କଟକ: ପ୍ରଥମ ମ୍ୟାଚରେ ହାରିବା ପରେ ବାରବାଟୀରେ ଉନ୍ନତ ପ୍ରଦର୍ଶନ ସହ ଭାରତୀୟ ଦଳ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଶା ରଖିଥିଲେ ଓଡ଼ିଶାର କ୍ରିକେଟ୍ ପ୍ରେମୀ । ହେଲେ ଏଠାରେ ବି ନିରାଶ କରିଛି ଟିମ୍ ଇଣ୍ଡିଆ । ବ୍ୟାଟ୍ସମ୍ୟାନଙ୍କ ଫ୍ଲପ୍ ଶୋ ଯୋଗୁଁ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ଦକ୍ଷିଣ…