ବିପୁଳ ପରିମାଣର କଫସିରପ୍ ଜବତ, ଫିଲ୍ମ ଷ୍ଟାଇଲରେ ମାଫିଆକୁ କାବୁ କଲା ପୋଲିସ

ବଲାଙ୍ଗୀର : ଫିଲ୍ମ ଷ୍ଟାଇଲରେ କଫସିରପ୍ ମାଫିଆକୁ କାବୁ କଲା ପୋଲିସ। ଜନଗହଳି ସ୍ଥାନରେ ନାକାବନ୍ଦି କରିବା ସହ ମାଫିଆଙ୍କୁ ଧରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ବିରୋଧ। କଫସିରପ ମାଫିଆକୁ କାବୁ କଲା ବରଗଡ଼ ପୋଲିସ l ଗୁଳିଚଳାଇ ଗାଡିକୁ କାବୁ କରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ…