ମୋମୋ ଖାଇବା ବେଳେ ଶ୍ୱାସରୁଦ୍ଧ ହୋଇ ବ୍ୟକ୍ତିଙ୍କ ମୃତ୍ୟୁ, ଏମ୍ସ ଜାରି କଲା ଚେତାବନୀ

ନୂଆଦିଲ୍ଲୀ: ମୋମୋ ଖାଇବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ର ବିଶେଷଜ୍ଞମାନେ ଏହି ଷ୍ଟ୍ରିଟ୍ ଫୁଡ୍ ଖାଇବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଏମ୍ସ ଫରେନସିକ୍ ବିଶେଷଜ୍ଞମାନେ…

ବିପୁଳ ମାଓ ସାମଗ୍ରୀ ଜବତ କଲା କନ୍ଧମାଳ ପୋଲିସ

ଫୁଲବାଣୀ: କୁମ୍ବିଂ ଅପରେସନରେ କନ୍ଧମାଳ ପୋଲିସକୁ ମିଳିଛି ବଡ଼ ସଫଳତା। ଜବତ ହୋଇଛି ବିପୁଳ ମାତ୍ରାର ବିସ୍ଫୋରକ ଓ ମାଓ ବ୍ୟବହୃତ ସାମଗ୍ରୀ। ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୭ଟି ଜିଲୋଟିନ୍ ଷ୍ଟିକ୍, ଇନସାସ ମାଗାଜିନ୍, ମାଗାଜିନ ପ୍ରସ୍ତୁତ ଉପକରଣ, ମାଓ ୟୁନିଫର୍ମ ଓ ସାହିତ୍ୟ, ଔଷଧ, ଗର୍ଭ…