ପ୍ରଫେଟ୍ ମହମ୍ମଦ ବିବାଦ: ରାଞ୍ଚିରେ ହିଂସା, ପଥର ମାଡ଼ରେ ଅନେକ ପୋଲିସ କର୍ମଚାରୀ ଆହତ, କର୍ଫ୍ୟୁ ଜାରି

ରାଞ୍ଚି: ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ଶୁକ୍ରବାର ଦିନ ରାଞ୍ଚିରେ ନମାଜ ପରେ ବିକ୍ଷୋଭ ପ୍ରଦର୍ଶନ ହିଂସାର ରୂପ ନେଇଛି । ବିକ୍ଷୋଭକାରୀମାନେ ପଥର ମାଡ଼ କରିବା ସହ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ…