ଧାନର ଏସପି ବୃଦ୍ଧି ନେଇ ଏମିତି କହିଲେ ରାଜ୍ୟ କୃଷି ମନ୍ତ୍ରୀ

ଭୁବନେଶ୍ୱର - ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୧୦୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଥିରେ ଚାଷୀ ବେଶୀ ଉପକୃତ ହେବେ ନାହିଁ। ଆତ୍ମନିର୍ଭର…