ପଶ୍ଚିମରେ ଆଉ ଦୁଇ ତିନି ଦିନ ଗ୍ରୀଷ୍ମ ପ୍ରବାହ, ଉପକୂଳରେ ଅସ‌‌ହ୍ୟ ଗୁଳୁଗୁଳି

ଭୁବନେଶ୍ୱର - ପଶ୍ଚିମ ଓଡ଼ିଶାର ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ସେପଟେ ଉପକୂଳରେ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ୬୦ ପ୍ରତିଶତରୁ ଅଧିକ ଆର୍ଦ୍ରତାରେ ଜନଜୀବନ ପ୍ରଭାବିତ ହୋଇଛି ।ଉଚ୍ଚ ଆର୍ଦ୍ରତା ସତ୍ତ୍ୱେ ବାୟୁମଣ୍ଡଳର ସ୍ଥିରତା ପାଇଁ କମୁଛି କାଳବୈଶାଖୀ…

ଓଡ଼ିଶାର ପ୍ରାଚୀ ତଟରେ ରହିଛି ପୁରାଣ ଯୁଗରୁ ଶ୍ରୀମଧୁକେଶ୍ୱର ମନ୍ଦିର 

କଟକ ଜିଲ୍ଲା ନିଆଳୀ ରାସ୍ତାରେ ଛଅ ସାତ କିଲୋମିଟର ପଥ ଅତିକ୍ରାନ୍ତ କଲାପରେ ଦୁଇଟି ବହୁ ପ୍ରାଚୀନ ମନ୍ଦିର ଦୃଷ୍ଟିଗୋଚର ହୁଏ l ତାହା ହେଉଛି ବୁଧକେଶ୍ୱର ଓ ମଧୁକେଶ୍ୱର ମନ୍ଦିର। ନାମରେ ଏହି ଦୁଇ ପ୍ରାଚୀନ ମନ୍ଦିର ମହାନଦୀର ଶାଖା ନଦୀ କୁଶଭଦ୍ରା ତଟରେ ଅବସ୍ଥିତ l ନଦୀର ଉଭୟ ପାର୍ଶ୍ୱରେ…

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ବେଗି ସୋ ମୈ ଡରିହଉଁ ଉଖାରୀ । ପନ ହମାର ସେବକ ହିତକାରୀ ॥ ମୁନି କର ହିତ ମମ କୌତୁକ ହୋଈ । ଅବସି ଉପାୟ କରବି ମୈ ସୋଈ ॥ ଭାବାର୍ଥ :- ଭଗବାନ ମନେ ମନେ ସଂକଳ୍ପ କଲେ, ମୋତେ ଏହି ଅହଂକାର ରୂପକ ମହାବୃକ୍ଷ କୁ ମୂଳରୁ ଓପାଡି ଫୋପାଡ଼ି ଦେବାକୁ ହେବ । କାରଣ ସମସ୍ତ…