ପବଜୀ ଖେଳିବାକୁ ରୋକିବାରୁ ମାଆକୁ ହତ୍ୟା କଲା ପୁଅ

ଲକ୍ଷ୍ନୌ: ଅନଲାଇନ୍ ଗେମ୍ କିପରି ପିଲାମାନଙ୍କୁ ପଥଭ୍ରଷ୍ଟ କରୁଛି ତା'ର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ପବଜୀ ଖେଳିବାକୁ ମନା କରିବାରୁ ଜଣେ ୧୬ ବର୍ଷୀୟ ବାଳକ ତା'ର ମାଆକୁ ଗୁଳିକରି ହତ୍ୟା କରିଛି | ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହି ଘଟଣା ଘଟିଛି । ପୁଅ ଉପରେ ପବଜୀ ଖେଳ ନିଶା…