କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୫,୨୩୩ ନୂଆ ମାମଲା, ୭ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୫,୨୩୩ ନୂଆ ମାମଲା ରୁଜୁ ହୋଇଥିଲା। କରୋନାର ନୂଆ ମାମଲାରେ ପ୍ରାୟ ୪୧% ବୃଦ୍ଧି ଘଟିଛି । ଗତକାଲି ୩,୭୧୪ ମାମଲା ରିପୋର୍ଟ ହୋଇଥିଲା। ଦିନକରେ କରୋନା ଯୋଗୁଁ ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪,୩୧,୯୦,୨୮୨ କରୋନା…

ପ୍ରଫେଟ୍ ମହମ୍ମଦ ବିବାଦ: ଭାରତରେ ଆତ୍ମଘାତୀ ଆକ୍ରମଣ ନେଇ ଅଲ୍ କାଏଦାର ଧମକ

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ତେଜିବାରେ ଲାଗିଛି। ଏହା ଏବେ ଏକ ଆନ୍ତର୍ଜାତୀୟ ବିବାଦ ପାଲଟିଛି। ମହମ୍ମଦଙ୍କ ଉପରେ ମନ୍ତବ୍ୟକୁ ନେଇ ଏବେ ଆତଙ୍କବାଦୀ ସଂଗଠନ ଅଲ କାଏଦା ଭାରତରେ ଆତ୍ମଘାତୀ ଆକ୍ରମଣ କରିବାକୁ ଧମକ ଦେଇଛି। ଅଲ…

ରାଜ୍ୟରେ ମୌସୁମୀ ଆଗମନରେ ବିଳମ୍ବ

ଭୁବନେଶ୍ବର- ମୌସୁମୀର ଆଗମନ ପାଇଁ ରାଜ୍ୟବାସୀଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ କେରଳ ଛୁଇଁବାର କିଛି ଦିନ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହୋଇ ବଙ୍ଗୋପସାଗର ଓ ଆରବ ସାଗରର ଅନେକ ଅଞ୍ଚଳ ସ୍ପର୍ଶ କରିଥିବା ବେଳେ ଏବେ ଏହା ସ୍ଥିର ହୋଇଯାଇଛି ।…