ସୁପ୍ରିମକୋର୍ଟଙ୍କ ରାୟ: ୨୫ ବର୍ଷ ଜେଲଦଣ୍ଡ ପରେ ଅବୁ ସଲେମକୁ ମୁକ୍ତ କରିବାକୁ ସରକାର ବାଧ୍ୟ

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣ ଅଭିଯୁକ୍ତ ଅବୁ ସଲେମ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ପର୍ତ୍ତୁଗାଲକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ବାଧ୍ୟ। ଏହି ପ୍ରତିଶ୍ରୁତି ଅନୁଯାୟୀ, ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ୨୫ ବର୍ଷ କାରାଦଣ୍ଡ ପୂରଣ କରିବା ପରେ…

ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ

ସମ୍ବଲପୁର: ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସମ୍ବଲପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଟିକ୍ରାପଡାଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସମୁଦାୟ ୫୦ଟି ଆମ୍ବ, ପଣସ, ଜାମୁ, ନିମ୍ବ, କରଞ୍ଜ, ପିଜୁଳି, ଶାଳ…

ବିଭିନ୍ନ ପ୍ରସଙ୍ଗକୁ ନେଇ ସାଂସଦ ନିରଞ୍ଜନ ବିଶିଙ୍କ ସହ ବଲାଙ୍ଗୀର ରେଳ ଉପଭୋକ୍ତା ସଂଘର ଆଲୋଚନା

ବଲାଙ୍ଗୀର: ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗୀର ନାଗରିକ କମିଟି ଓ ରେଳ ଉପଭୋକ୍ତା ସଂଘର ସଭ୍ୟମାନେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ଜିଲ୍ଲାରେ ରେଳ ଗମନାଗମନ କ୍ଷେତ୍ରରେ ଥିବା ବିଭିନ୍ନ ସୁବିଧା, ଅସୁବିଧା ସଂପର୍କରେ ବିଶେଷ ଆଲୋଚନା ହେlଇଥିଲା ।…

ଜେଇଇ ମେନ ସେସନ -୧ ପରୀକ୍ଷାରେ ଦିବ୍ୟାଂଶୁ ମାଲୁ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ - ଜେଇଇ ମେନ ସେସନ -୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ ଦିବ୍ୟାଂଶୁ ମାଲୁ ଓଡ଼ିଶା ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ୩୦ ନମ୍ବର ରାଙ୍କରେ ରହି ଦିବ୍ୟାଂଶୁ ମାଲୁ ଓଡ଼ିଶା ଟପ୍ପର ହୋଇଛନ୍ତି ।

ଉଦ୍ଧବ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟତା ଉପରେ କୌଣସି ନିଷ୍ପତ୍ତି ନ ନେବାକୁ ମହାରାଷ୍ଟ୍ର ବାଚସ୍ପତିଙ୍କୁ କହିଲେ…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ୧୬ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲା ଉପରେ ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନର୍ଭେକରଙ୍କୁ ଏହି ମାମଲାରେ କୌଣସି ନିଷ୍ପତ୍ତି ନ ନେବାକୁ କହିଛନ୍ତି। ସୁପ୍ରିମକୋର୍ଟର…

ରାଜ୍ୟରେ ଆସନ୍ତା ୧୪ ଯାଏଁ ଜାରି ରହିବ ବର୍ଷା

ଭୁବନେଶ୍ବର - ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ କେନ୍ଦ୍ରୀଭୂତ ଥିବା ଲଘୁଚାପ ପ୍ରଭାବରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ନେଇ ଆସନ୍ତା ୨୪ ଘଣ୍ଟା ପାଇଁ…