୫ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷିବ, ୭ ଜିଲ୍ଲା ପାଇଁ ଆଲର୍ଟ

ଭୁବନେଶ୍ୱର - ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗତକାଲି ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ଲଘୁଚାପରେ ପରିଣତ ହୋଇଛି। ଏଥିସହିତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ରାଜ୍ୟର ବିଭିନ୍ନ…

କରୋନା ଅପଡେଟ୍: ଦିନକରେ ୧୮,୨୫୭ ନୂଆ ମାମଲା, ୪୨ ମୃତ

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡ-୧୯ର ୧୮,୨୫୭ ନୂଆ ମାମଲା ରିପୋର୍ଟ ହୋଇଛି । ଏଥି ସହିତ ମୋଟ ମାମଲା ୪,୩୬,୨୨,୬୫୧କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୨୮,୬୯୦ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରବିବାର ସକାଳ ୮ ଟା ପର୍ଯ୍ୟନ୍ତ ଅଦ୍ୟତନ ତଥ୍ୟ…

ରାଜ୍ୟରେ ଆଉ ୫୭୬ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଜି କରୋନା ସଂକ୍ରମଣ ୫୦୦ ଉପରେ ରହିଛି। ଗତ ୨୪ ଘଣ୍ଟାରେ ଆଉ ୫୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୩୭ ଓ ସ୍ଥାନୀୟ ଅଞ୍ଚଳରୁ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୯ ଜଣ ଆକ୍ରାନ୍ତ ରହିଛନ୍ତି।…

ନିର୍ବାଚନ ଡ୍ୟୁଟିରେ ପ୍ରାଣ ହରାଇଥିବା ୨ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ

ଝାରସୁଗୁଡ଼ା : ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଡ୍ୟୁଟି ସମୟରେ ଦୁଇଜଣ କର୍ମଚାରୀଙ୍କ ଅକାଳ ବିୟୋଗ ଘଟିଥିଲା। ଉଭୟଙ୍କ ପରିବାର ଲୋକଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଓ ଏସପି ରାହୁଲ ଜୈନ ଦୁଇ…

ଭାରତ ସମେତ ୫ ଦେଶରେ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲେ ୟୁକ୍ରେନ୍ ରାଷ୍ଟ୍ରପତି

କିଭ୍: ୟୁକ୍ରେନ୍-ରୁଷ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ସମେତ ୫ଟି ଦେଶରେ ନିଯୁକ୍ତ ୟୁକ୍ରେନ ରାଷ୍ଟ୍ରଦୂତଙ୍କୁ ଆଜି ଜେଲେନସ୍କି ବହିଷ୍କାର କରିଛନ୍ତି। ଅଚାନକ ଭାରତ, ଜର୍ମାନୀ, ଚେକ୍ ରିପବ୍ଲିକ, ନରୱେ ଏବଂ…

ଶ୍ରୀଲଙ୍କା ସଙ୍କଟ: ୧୩ରେ ଇସ୍ତଫା ଦେବେ ରାଷ୍ଟ୍ରପତି ରାଜପକ୍ଷେ

କଲମ୍ବୋ: ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଜୁଲାଇ ୧୩ରେ ଇସ୍ତଫା ଦେବେ। ଶନିବାର ରାତିରେ ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପ ଅଭୟବର୍ଦ୍ଧନେ ଏହି ସୂଚନା ଦେଇଛନ୍ତି। ଶନିବାର ସନ୍ଧ୍ୟାରେ ସର୍ବଦଳୀୟ ନେତାଙ୍କ ବୈଠକ ପରେ ଅଭୟବର୍ଦ୍ଧନେ ତାଙ୍କୁ ଇସ୍ତଫା ଦେବାକୁ କହି ଚିଠି…

ବ୍ରହ୍ମପୁରର ଯୁବକଙ୍କୁ ହତ୍ୟା, ଜଣେ ଅଟକ

ବ୍ରହ୍ମପୁର: ସହର ଉପକଣ୍ଠ ତଥା ଦିଗପହଣ୍ଡି ଥାନା ଓ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଅନନ୍ତେଇ ନିକଟ ମହୁରିକାଳୁଆ ମନ୍ଦିର ରାସ୍ତାରୁ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡ ଓ ଛାତି ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି। ମୃତ ଯୁବକ ଜଣକ…