ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ କୁଏତରେ ଭାରତୀୟ ସାମଗ୍ରୀ ବର୍ଜନ

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏଥିପାଇଁ ଆରବ ରାଷ୍ଟ୍ର ଗୁଡ଼ିକରେ ଭାରତ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି । କୁଏତରେ ଭାରତୀୟ ସାମଗ୍ରୀର ବର୍ଜନ କରାଯାଇଛି । କୁଏତର ସବୁ ସୁପର ମାର୍କେଟରୁ ଭାରତୀୟ ସାମଗ୍ରୀ…