ନୁପୂର ଶର୍ମାଙ୍କୁ ସମନ କରିବ ମୁମ୍ବାଇ ପୋଲିସ

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପାଇଁ ବିଜେପିର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ସମନ କରିବ ମୁମ୍ବାଇ ପୋଲିସ । ଏହି ମାମଲାରେ ତାଙ୍କ ନାଁ ରେ ରୁଜୁ ଏଫଆଇଆର ସଂପର୍କରେ ତାଙ୍କ ବୟାନ ରେକର୍ଡ କରିବା ପାଇଁ ନୁପୂରଙ୍କୁ ହାଜର ହେବାକୁ ନୋଟିସ୍ କରିବ ମୁମ୍ବାଇ…