ନୋଟରୁ ହଟିବ ମହାତ୍ମା ଗାନ୍ଧୀଙ୍କ ଛବି ? ଆରବିଆଇ ଦେଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ପ୍ରଚଳିତ ମୁଦ୍ରା ଏବଂ ବ୍ୟାଙ୍କ୍ ନୋଟରେ କୌଣସି ପରିବର୍ତ୍ତନ କରିବାକୁ ବିଚାର କରାଯାଉ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସ୍ପଷ୍ଟ କରିଛି। ବ୍ୟାଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ କିଛି ଗଣମାଧ୍ୟମରେ ନୋଟ୍ ଓ ମୁଦ୍ରାରେ…