ପୂର୍ବତନ କେନ୍ଦ୍ର ସଚିବଙ୍କ ଦାବି: ସବୁକିଛି ନିୟନ୍ତ୍ରଣ କରୁଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାମ୍ବାଦିକ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ସବୁକିଛି ନିୟନ୍ତ୍ରଣ କରୁଛି ଏବଂ ସବୁ ନିଷ୍ପତ୍ତି ଓ କାର୍ଯ୍ୟର କେନ୍ଦ୍ରୀକରଣ କରାଯାଉଛି । ଏଭଳି ଅଭିଯୋଗ କରିଛନ୍ତି କେନ୍ଦ୍ର କୋଇଲା ସଚିବ (୨୦୧୪-୨୦୧୬) ଏବଂ ଶିକ୍ଷା ସଚିବ (୨୦୧୬-୨୦୧୮) ଭାବେ ଦାୟିତ୍ଵ ତୁଲାଇଥିବା ଅବସରପ୍ରାପ୍ତ…