ରାଜଧାନୀରେ ଯୌତୁକ ହତ୍ୟା !

ଭୁବନେଶ୍ୱର- ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ଭୁବନେଶ୍ୱରରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ପ୍ରଭାପତି ନାୟକ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ିର ଅଣ୍ଡରାଇ ଗାଁରେ ବୋଲି ଜଣାପଡ଼ିଛି । ଗତମାସ ୨୮ ତାରିଖରେ ଖଣ୍ଡଗିରିର ପ୍ରମୋଦ…

କାଶ୍ମୀର ଉପତ୍ୟକାରେ ପୁଣି ଟାର୍ଗେଟ କିଲିଂ, କାଶ୍ମୀରୀ ପଣ୍ଡିତ ଶିକ୍ଷୟତ୍ରୀଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର : ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ମଙ୍ଗଳବାର ଜଣେ କାଶ୍ମୀରୀ ପଣ୍ଡିତ ଶିକ୍ଷୟତ୍ରୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ପୋଲିସ ସୂଚନା ମୁତାବକ କୁଲଗାମ ଜିଲ୍ଲାର ଗୋପାଳପୁରରେ ରଜନୀ ବାଲା (୩୬) ଙ୍କ ମୁଣ୍ଡକୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ତାଙ୍କୁ ଗୁରୁତର…