ଏନ୍ଏସସିବି କଲେଜରେ ନେତାଜୀଙ୍କ ପୂର୍ଣ୍ଣ।ବୟବ ପ୍ରତିମୂର୍ତ୍ତି ସ୍ଥାପନ ଶିଳାନ୍ୟାସ ଏବଂ ସୁବର୍ଣ୍ଣ ଜୟନ୍ତୀ ଲଗୋ…

ସମ୍ବଲପୁର: ସମ୍ବଲପୁରର ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ମଙ୍ଗଳବାର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପୂର୍ଣ୍ଣ।ବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଶିଳାନ୍ୟାସ ଏବଂ ସୁବର୍ଣ୍ଣ ଜୟନ୍ତୀ ଲଗୋ ଉନ୍ମୋଚିତ ହୋଇଛି I ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ…

ନଭେମ୍ବର ସୁଦ୍ଧା ଗୋଲବଜାର ପ୍ରକଳ୍ପ ସଂପୂର୍ଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସମ୍ବଲପୁର : ସମ୍ବଲପୁର ସହରର ବଜାର ପେଣ୍ଠସ୍ଥଳୀ ଭାବେ ପରିଚିତ ଗୋଲବଜାରର ଅତ୍ୟାଧୁନିକ ମାର୍କେଟ୍ କଂପ୍ଲେକ୍ସ ନିର୍ମାଣ କାମ 4 ବର୍ଷ ହେଲା ଜାରି ରହିଛି। ହେଲେ ଏହାର ନିର୍ମାଣ କାମରେ ମନ୍ଥରତା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ, ଆସନ୍ତା ନଭେମ୍ବର ସୁଦ୍ଧା ଏହାର ନିର୍ମାଣ ସାରିବାକୁ…

ନରସିଂହଙ୍କ ସହ କଥାହେଲେ ନବୀନ, ରାଷ୍ଟ୍ରପତି ନିର୍ବାଚନ ପାଇଁ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଲୋଡିଲେ…

ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ କଥା ହୋଇ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ଅନୁରୋଧ କରିଛନ୍ତି। ଓଡ଼ିଆ ଝିଅ ଭାବେ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ସବୁ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାୟଗଡା ବିଧାୟକ, ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା

ଭୁବନେଶ୍ବର: ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ…

ଜାଲ ନିଯୁକ୍ତି କମ୍ପାନୀର ଦୁଇ ନିର୍ଦ୍ଦେଶକଙ୍କ ବିରୋଧରେ ଲୁକ ଆଉଟ୍ ନୋଟିସ

ଭୁବନେଶ୍ୱର - ଠକେଇ ମାମଲାରେ କିନି ଇନ୍ଫୋଟେକ ପ୍ରାଇଭେଟ ଲିମିଟେଡ଼ର ଦୁଇ ନିର୍ଦ୍ଦେଶକ ଭିକୁ ବିଷୋୟୀ ଓ ମଣିକନ୍ଦନଙ୍କ ନାଁରେ ଲୁକ ଆଉଟ ସର୍କ୍ୟୁଲାର ଜାରି ହୋଇଛି । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଅନୁରୋଧରେ ବ୍ୟୁରୋ ଅଫ ଇମିଗ୍ରେସନ ପକ୍ଷରୁ ଜାରି ହୋଇଛି ସର୍କ୍ୟୁଲାର । ଭିକୁ…