ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥
କରହିଂ ଗାନ ବହୁ ତାନ ତରଂଗା ।
ବହୁବିଧି କ୍ରୀଡହୀଂ ପାନ ପତଂଗା ॥
ଦେଖି ସହାୟ ମଦନ ହରଷାନା ।
କିହ୍ନେସି ପୁନି ପ୍ରପଂଚ ବିଧି ନାନା ॥
ଭାବାର୍ଥ :- ସେହି ରୁପସି ଦେବାଙ୍ଗନାମାନେ ନାନା ପ୍ରକାର କଟାକ୍ଷ ଗୁଡିକୁ ସଂଗୀତମୟ ତାଳରେ ଗାଇବାକୁ ଲାଗିଲେ ଆଉ ହାତରେ କନ୍ଦୁଟ…