କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୨୮୨୮ ନୂଆ ମାମଲା, ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭ ହଜାର ଉପରେ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨୮୨୮ ନୂଆ କରୋନା ମାମଲା ରୁଜୁ ହୋଇଛି। ଯାହା ଗତକାଲି ତୁଳନାରେ ସାମାନ୍ୟ ଅଧିକ । ଗତକାଲି ୨୬୮୫ ମାମଲା ପଞ୍ଜିକୃତ ହୋଇଥିଲା। ଆଜି କରୋନା ର ନୂଆ ମାମଲାରେ ୫% ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଆଜି…

ନବୀନ ସରକାରଙ୍କ ସଫଳ କୋଭିଡ ପରିଚାଳନା ଅନୁକରଣୀୟ, ଅଦ୍ୱିତୀୟ

ଭୁବନେଶ୍ବର: ଆଜି ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ସରକାରଙ୍କର ପଞ୍ଚମ ପାଳିର ତିନି ବର୍ଷ ପୂର୍ତ୍ତି ପୂରିଛି । ପଞ୍ଚମ ପାଳିର ଏହି ତିନି ବର୍ଷରେ ରାଜ୍ୟ ସରକାର ଅନେକ ପ୍ରଶଂସନୀୟ ଲୋକ କଲ୍ୟାଣକାରୀ ପଦକ୍ଷେପ ନେଇଛନ୍ତି । କିନ୍ତୁ ଏକ ଆହ୍ବାନମୂଳକ ସମୟରେ ନବୀନ ସରକାରଙ୍କ କୋଭିଡ…

ନବୀନ ସରକାରଙ୍କ ୫ମ ପାଳିର ୩ୟ ବର୍ଷ ପୂର୍ତ୍ତି: ରାଜନୈତିକ ଇତିହାସରେ ସ୍ୱର୍ଣ୍ଣିମ ଫର୍ଦ୍ଦ

ଭୁବନେଶ୍ବର : ଭାରତ ଭୂଖଣ୍ଡର ସବୁଠୁ ପବିତ୍ର ଉତ୍କଳ ଭୂମି ଓଡିଶାର ଇତିହାସ ଅତ୍ୟନ୍ତ ଗୌରବମୟ। ଏହାର ସାଂସ୍କୃତିକ ବିଭବ ଯେତିକି ମହନୀୟ, ଏହାର ପ୍ରାଚୀନ ପରମ୍ପରା ସେତିକି ସମୃଦ୍ଧ। ହେଲେ ପ୍ରାକୃତିକ ବିପର୍ଯ୍ୟୟ ସତେ ଯେମିତି ଏହି ମାଟିର ସହଚର ହୋଇ ଆସିଛି। କିନ୍ତୁ, ପ୍ରକୃତିର କୃର ତାଣ୍ଡବ…

ରାଜ୍ୟରେ ଗରମ, ଗୁଳୁଗୁଳି ଜାରି

ଭୁବନେଶ୍ବର - ରାଜ୍ୟରେ ଏବେ ଗରମ, ଗୁଳୁଗୁଳି ଜାରି ରହିଛି। ଗତକାଲି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ଦିନ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ…

ବ୍ରଜରାଜନଗର ଉପନିର୍ବାଚନ: ଆଜି ସରିବ ପ୍ରଚାର

ଭୁବନେଶ୍ୱର - ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ସଂଧ୍ୟାରେ ସରିବ ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟର ତିନି ପ୍ରମୁଖ ଦଳର ନେତା ମାରାଥନ ପ୍ରଚାର କରି ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଅନ୍ତିମ ପ୍ରୟାସ କରିବେ । ରାଜ୍ୟର ତିନି…