ମତଦାନ ପୂର୍ବରୁ ବ୍ରଜରାଜନଗରରେ ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଡିଜିପି

ବ୍ରଜରାଜନଗର - ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ଅବାଧ ଓ ମୁକ୍ତ ନିର୍ବାଚନ ଲାଗି ବୈଠକରେ ଗୁରୁତ୍ବ ଦିଆଯାଇଛି। ନିର୍ବାଚନୀ ଆଚାର ସଂହିତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୋଲିସ ଡିଜି ନିର୍ଦ୍ଦେଶ…